ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ବେପାରୀ ଅଟକ

ରାଉରକେଲା: ଅସଲି ବ୍ରାଣ୍ଡ, କିନ୍ତୁ ନକଲି ମଦ। ଆରଏସପି ସହର ପ୍ରଶାସନର ନାକତଳେ ଅର୍ଥାତ ସେକ୍ଟର -୪ ଆଇବି ବସ୍ତିରେ ଚାଲୁଥିଲା ନକଲି ବିଦେଶୀ ମଦ ତିଆରି କାରଖାନାରେ ଚଢ଼ଉ କରିଛି ଅବକାରୀ ପୁଲିସ । ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ, ବୋତଲ, ଠିପି ଓ ସରକାରୀ ଲେବୁଲ ଜବତ କରିଛି ସ୍ୱତନ୍ତ୍ର ଅବକାରୀ ସ୍କ୍ବାଡ୍।

ପୁଲିସ ଜଣେ ବେପାରୀକୁ ଅଟକ ରଖି ପଚରାଉଚରା କରୁଛି । କେତେ ଦିନ ଧରି ଏହି କାରବାର ଚାଲିଥିଲା ଓ ଅନ୍ୟ କେଉଁମାନେ ସାମିଲ ଅଛନ୍ତି,ପୁଲିସ ତାର ଖୋଳତାଡ଼ କରୁଛି।

ସମ୍ବନ୍ଧିତ ଖବର