ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରାଯାଇଛି। ଜିଲ୍ଲାରେ କୋଭିଡ୍ ନିୟମ ଭାଙ୍ଗୁଥିବା ବିଭିନ୍ନ ବ୍ୟକ୍ତି, ବ୍ୟାବସାୟିକ ସଂସ୍ଥା ଓ ଅନୁଷ୍ଠାନଠାରୁ ଜରିମାନା ଆଦାୟ କରାଯାଉଛି।
ଗତ ଏପ୍ରିଲ ୧୨ରୁ ମେ’ ୭ ମଧ୍ୟରେ ୪୭ ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇସାରିଲାଣି। ପ୍ରଶାସନ, ପୁଲିସ ଓ ଅନ୍ୟ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଉଦ୍ୟମ ଜାରି ରଖିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାରେ ଅମାନିଆ ଗଣିଲେଣି ୪୭ ଲକ୍ଷ ଜରିମାନା
/sambad/media/post_attachments/wp-content/uploads/2021/05/tn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)