ସିଆରପିଏଫ ଯବାନମାନଙ୍କ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ରାଉରକେଲା: ରାଉରକେଲାରେ ସିଆରପିଏଫ ଯବାନମାନଙ୍କ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଆରମ୍ଭ ହୋଇଛି। ପ୍ରାୟ ୨୦୦ରୁ ଅଧିକ ଯବାନ ସେକ୍ଟର -୬ସ୍ଥ ଟେଲିଫୋନ ଭବନ ପଡ଼ିଆରେ ଏକାଠି ହୋଇଥିଲେ। ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଶୋଭାଯାତ୍ରା ରିଂରୋଡ଼ ଦେଇ ବିର୍ସା ମୁଣ୍ଡା ଛକରେ ପହଂଚିବ। ସେଠାରୁ ରାଉରକେଲା ମୁଖ୍ୟ ମାର୍ଗ ହୋଇ ପାନପୋଷ ଗାନ୍ଧୀ ଛକରେ ଶେଷ ହେବ।

ସମ୍ବନ୍ଧିତ ଖବର