ରାଉରକେଲା: ବୁଧବାର ପୂର୍ବାହ୍ନରେ ଶିଳ୍ପାଞ୍ଚଳ ପ୍ଲଟ୍ ନମ୍ବର ସି ୧୦ ସ୍ଥିତ ବନ୍ଦ ହୋଇ ପଡ଼ିଥିବା ଏମ୍ଏସ୍ ପାଇପ୍ କାରଖାନା ମଧ୍ୟରୁ ନରକଙ୍କାଳ ଉଦ୍ଧାର କରାଯାଇଛି।
ରାଉରକେଲା ରଘୁନାଥପାଲି ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ମିଳିତ ହୋଇ ତଦନ୍ତ ଆରମ୍ଭ କରିଛନ୍ତି।
ରାଉରକେଲା: ବନ୍ଦ କାରଖାନା ଭିତରୁ ନରକଙ୍କାଳ ଉଦ୍ଧାର
/sambad/media/post_attachments/wp-content/uploads/2019/05/human-skeletone.jpg)