କୁତ୍ରା: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଟିମନା ଗାଁରେ ପଶିଲା କଲରାପତରିଆ ବାଘ। ବାଘଟି ଜଣଙ୍କ ବାଡି ପଟେ ପଶୁଥିବା ବେଳେ ଦେଖି ଦେଇ ଗାଁ ଲୋକ ତାକୁ ଘୋଡାଇ ଥିଲେ। ବାଘଟି ଦୌଡ଼ି ପଳାଇ ଯାଇ ବର୍ତ୍ତମାନ ନିକଟସ୍ଥ ଜଙ୍ଗଲରେ ଲୁଚିଛି। ଘଟଣାସ୍ଥଳରେ ଗାଁ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ତାର ଗତିବିଧିକୁ ଲକ୍ଷ୍ୟ କରିଛନ୍ତି।
ବଡ଼ଗାଁ ଫରେଷ୍ଟ ରେଞ୍ଜର ଟିମନା ଗାଁରେ ପଶିଲା କଲରାପତରିଆ ବାଘ
/sambad/media/post_attachments/wp-content/uploads/2023/03/78598502-2f55-4147-9971-ccce1e7e0017.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)