ସୁନ୍ଦରଗଡ଼: ସୁନ୍ଦରଗଡ଼ ଜେଲରେ ମଙ୍ଗଳବାର ବଜ୍ରପାତ ହେବାରୁ ୨ଜଣ କଏଦିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଜେଲରେ ବିଚାରାଧିନ କଏଦି ଭାବରେ ଦିନ କାଟୁଥିବା ଅଭିରାମ ସୋରେଙ୍ଗ ଓ ମନୋଜ ବାଗ୍ଲେଙ୍କ ମୃତ୍ୟୁ ହୋଇଛି। ଅପରାହ୍ନରେ ସେମାନେ ଜେଲ ପରିସର ଭିତରେ ବୁଲାବୁଲି କରୁଥିବା ବେଳେ, ବଜ୍ରପାତର ଶିକାର ହୋଇଥିଲେ।
ସୁନ୍ଦରଗଡ଼ ଜେଲରେ ବଜ୍ରପାତ, ୨ ମୃତ
/sambad/media/post_attachments/wp-content/uploads/2017/09/p03wg0cs.jpg)