ବ୍ୟାଙ୍କ ସମ୍ମୁଖରୁ ଲୁଟିନେଲେ ୩ ଲକ୍ଷ ୬୦ ହଜାର

ରାଉରକେଲା: ସିଭିଲ ଟାଉନସିପସ୍ଥିତ ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ହୋଇଛି। ପଲସରରେ ଆସି ଗ୍ରାହକ ଗାନ୍ଧୀ ରୋଡର ଅମିତ ଗୁପ୍ତାଙ୍କ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଲେ ଦୁଇ ଦୁର୍ବୃତ୍ତ। ରଘୁନାଥପାଲ୍ଲୀ ଥାନା ପୁଲିସ ଛାନଭିନ ଜାରି ରଖିଛି।

ସମ୍ବନ୍ଧିତ ଖବର