ରାଉରକେଲା : ଗତ ସୋମବାର ମଧୁସୂଦନପାଲୀ ତେଲୁଗୁବସ୍ତି ବାରୁଦ ବିସ୍ଫୋରଣ ଘଟଣାରେ ପ୍ଲାଣ୍ଟସାଇଟ୍ ଥାନା ପୁଲିସ ଆଜି ବାପା ଜବାହରଲାଲ ଶ୍ରୀବାସ୍ତବ, ବଡପୁଅ ନିରଞ୍ଜନ (ପିଣ୍ଟୁ) ଓ ସାନ ପୁଅ ଦୁର୍ଗା (ମିଟୁ)ଙ୍କୁ ଗିରଫ କରିଛି। ଥାନାରେ ସେମାନଙ୍କୁ ବିସ୍ଫୋରଣ ସମ୍ପର୍କରେ ପଚରାଉଚୁରା କରାଯାଉଛି ବୋଲି ରାଉରକେଲା ଏସ୍ପି ଡ. ଉମାଶଙ୍କର ଦାଶ କହିଛନ୍ତି। ବିସ୍ଫୋରଣ ପରେ ପ୍ଲାଣ୍ଟସାଇଟ୍ ପୁଲିସ ଯାଞ୍ଚ କରି ଏହି ତିନିଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ଉଲ୍ଲେଖନୀୟ ଯେ ବିସ୍ଫୋରଣରେ ବଡବୋହୂ ଡଲି ଓ ସାନବୋହୂ ରେଖାଙ୍କର ମୃତ୍ୟୁ ଘଟିଛି।
ମଧୁସୂଦନପାଲୀ ବିସ୍ଫୋରଣ ଘଟଣା : ଦୁଇ ପୁଅଙ୍କ ସହ ବାପା ଗିରଫ
/sambad/media/post_attachments/wp-content/uploads/2018/09/arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)