ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ବହୁ ବିଜେପି, କଂଗ୍ରେସକର୍ମୀ ବିଜେଡିମୁହାଁ: ମହାମିଶ୍ରଣ ପରେ ଯୋଗେଶ ଶିବିରରେ ଉତ୍ସାହ

ସୁନ୍ଦରଗଡ଼: ମୁଣ୍ଡ ଉପରେ ନିର୍ବାଚନ। ଏହି ସମୟରେ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ନିଜ ପୁରୁଖା ନେତାଙ୍କ ସହ ଦଳ ଛାଡୁଛନ୍ତି କର୍ମୀ। ବହୁ ବିଜେପି ଓ କଂଗ୍ରେସକର୍ମୀ ଏବେ ବିଜେଡିମୁହାଁ। ଗତକାଲି ସୁନ୍ଦରଗଡସ୍ଥ ଶଙ୍କର ମ୍ୟାରେଜ୍ ହଲ ଠାରେ ଅନୁଷ୍ଠିତ ମହାମିଶ୍ରଣରେ ବିଜେପି ଓ କଂଗ୍ରେସର ୨…
ଅଧିକ ଖବର ଦେଖନ୍ତୁ...

ରଘୁନାଥପଲ୍ଲୀରୁ ବିଜେଡି ଟିକେଟ ପାଇଲେ ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା

ରାଉରକେଲା: ଏଥର ବିଜେଡି ମହିଳା କାର୍ଡ ଖେଳିଛି। ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ପାଇଛନ୍ତି ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ରେଖା ବେହେରା। ଅର୍ଚ୍ଚନା ରେଖା ଜଣେ ସାଧାରଣ ଗୃହଣୀ ହୋଇଥିବା ବେଳେ ତାଙ୍କର ରାଜନୀତି ସହ କୌଣସି ସମ୍ପର୍କ ନାହିଁ।…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟିହେଲା ବୋଲେରୋ, ଚାଳକ ମୃତ

ରାଉରକେଲା: ଗତକାଲି ବିଳମ୍ବିତ ରାତିରେ ବଣାଇ ଥାନା ଜକେଇକଳା ଗାଁ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ଚାଳକର ମୃତ୍ୟୁ ହୋଇଛି। ମୃତକ ହେଲେ ମହୁଲଡିଆ ଗ୍ରାମର ମୁରଲୀଧର ସାହୁ (ପିଙ୍କୁ)। ସେ ଓଡି ୦୭ ଆର୍-୦୪୫୫ ନଂ ବୋଲେରୋରେ ବଣାଇରେ ଚୈତ୍ର ମେଳା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଜିତିବାର ମାସେ ଭିତରେ ବିସ୍ଥାପନ ସମସ୍ୟାର ସମାଧାନ ହେବ: ଯୋଗେଶ

ସୁନ୍ଦରଗଡ଼: ଏମସିଏଲର ୧୪ଟି ବିସ୍ଥାପିତ ଗାଁ ଭୋଟ ବର୍ଜନ ଘୋଷଣା କରିଛନ୍ତି। ଯାହା ଚିନ୍ତାଜନକ, କହିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡିର ସୁନ୍ଦରଗଡ଼ର ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂ। ୩୦ ବର୍ଷ ପରେ ବି ଏମସିଏଲ କର୍ତ୍ତୃପକ୍ଷ କ୍ଷତିପୂରଣ, ପୁନର୍ବାସ, ନିଯୁକ୍ତି ନଦେଇ ଭଣ୍ଡି…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜନ୍‌ ବାର୍ଲା: ବିଜେପି ନଜରରେ ସଂଖ୍ୟାଲଘୁ ଭୋଟ୍‌!

ରାଉରକେଲା: କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜନ୍‌ ବାର୍ଲା ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ବିଶପ୍‌ ଓ ଚର୍ଚ୍ଚମୁଖ୍ୟଙ୍କୁ ଭେଟି ଆଲୋଚନା କରିଛନ୍ତି। ଜିଲ୍ଲାରେ ବେଶ୍‌ ଆଖିଦୃଶିଆ ଖ୍ରୀଷ୍ଟିୟାନ ଭୋଟର୍‌ ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଗସ୍ତରେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ବିଜେଡିର ମହାମିଶ୍ରଣ ପର୍ବ: ଅନ୍ୟ ଦଳର ୨ ହଜାର ନେତା, କର୍ମୀ, ଯୁବ ଭୋଟର ସାମିଲ

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାନସଭା ଓ ଲୋକସଭାକ୍ଷେତ୍ରରେ ବିଜେଡି ପ୍ରଥମଥର ପାଇଁ ଖାତା ଖୋଲିବ। ଏହି ଆଶାରେ ବିଜେଡି ଓ ଦଳୀୟ ପ୍ରାର୍ଥୀ ପୂରା ଦମ୍ ଲଗାଇ ଦେଇଛନ୍ତି। ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଦିଲୀପ ତିର୍କି ଓ ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ ସେମାନଙ୍କ ପ୍ରଚାର ଅଭିଯାନକୁ…
ଅଧିକ ଖବର ଦେଖନ୍ତୁ...

ବସକୁ ପିଟିଲା ହାଇୱା: ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ରାଉରକେଲା: ରାଉରକେଲାରୁ ବଡ଼ବିଲ ଯାଉଥିବା ଲିଙ୍ଗରାଜ ନାମକ ଏକ ଘରୋଇ ବସକୁ ହାଇୱା ଧକା ଦେଇଛି। ରଜାମୁଣ୍ଡା ଆଡୁ ଆସୁଥିବା ଏକ ହାଇୱା ରଜାମୁଣ୍ଡା ବାଇପାସ ନିକଟରେ ଧକ୍କା ଦେବାରୁ ପ୍ରାୟ  ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିରେ୫ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଯୋଗେଶଙ୍କ ନିଆରା ପ୍ରଚାର: ମହିଳାଙ୍କ ଅଭିଯୋଗ ଶୁଣିଲେ, ଭୋଟ ମାଗିଲେ

ସୁନ୍ଦରଗଡ଼: ନିଆରା ଢଙ୍ଗରେ ନିର୍ବାଚନ ପ୍ରଚାର କରି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ ସିଂ ଚର୍ଚ୍ଚାରେ ରହିଛନ୍ତି। ଗାଁକୁ ଗଲା ବେଳେ କେବେ ମାଦଳ ବଜାଇଛନ୍ତି ତ କେବେ ଆଦିବାସୀଙ୍କ ସହ ହାତ ଧରାଧରି ହୋଇ ନାଚିଛନ୍ତି। ରାମନବମୀ ଆଖଡ଼ାରେ ସାମିଲ ହୋଇ ଲାଠି…
ଅଧିକ ଖବର ଦେଖନ୍ତୁ...

ପୁଣି ଝୁଲିଲା ରଘୁନାଥପାଲି ଆସନ: ଷଷ୍ଠ ପାର୍ଯ୍ୟାୟରେ ବି ଟିକଟ ଘୋଷଣା ନୋହିଲା

ରାଉରକେଲା: ବିଜେଡି ୬ଟି ପର୍ଯ୍ୟାୟରେ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି; କିନ୍ତୁ ଏଯାଏ ରଘୁନାଥପାଲି ନିର୍ବାଚନମଣ୍ଡଳି ପାଇଁ ପ୍ରାର୍ଥୀ ଚୟନ ହୋଇପାରିନାହିଁ। ବାରମ୍ବାର ଝୁଲେଇ…
ଅଧିକ ଖବର ଦେଖନ୍ତୁ...

ଉଚିତମୂଲ୍ୟ ପାଉନାହାନ୍ତି ମହୁଲ ଗୋଟାଳି

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ର ୧୮ଟି ପଞ୍ଚାୟତର ଆଦିବାସୀଙ୍କର ମହୁଲ ସଂଗ୍ରହ ହେଉଛି ଏକ ପ୍ରଧାନ ଜୀବିକା। ମାର୍ଚ୍ଚ ଓ ଏପ୍ରିଲ ମାସରେ ସକାଳେ ପରିବାରର ସବୁ ସଦସ୍ୟ ମହୁଲଫୁଲ ସଂଗ୍ରହ କରିବାରେ ଲାଗିଯାନ୍ତି। କିନ୍ତୁ ସମସ୍ତେ ପ୍ରାୟ ନିଜନିଜ ଜମିରେ ଥିବା ଗଛରୁ ହିଁ ମହୁଲ…
ଅଧିକ ଖବର ଦେଖନ୍ତୁ...