ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ମୋବାଇଲ୍‌ ଟାୱାର ପ୍ରତିଷ୍ଠା ଦାବି

ବଡ଼ଗାଁ: ବଡ଼ଗାଁ ବ୍ଲକ ସୀମାନ୍ତବର୍ତ୍ତୀ ବାମଡେରା ଗ୍ରାମପଞ୍ଚାୟତ ଅଂଚଳରେ ମୋବାଇଲ ଟାୱାର ନ ଥିବା ଯୋଗୁ ହିତାଧିକାରୀ ଓ ଛାତ୍ରଛାତ୍ରୀ ତଥା ସାଧାରଣ ଲୋକ ନାହିଁନଥିବା ଦୁର୍ଦଶା ଭୋଗୁଛନ୍ତି। ତେଣୁ ଏଠାରେ ଏକ ମୋବାଇଲ ଟାୱାର ବସାଇବାକୁ ଲୋକଙ୍କ ପକ୍ଷରୁ ବହୁ ଦିନରୁ ଦାବି ହୋଇଆସୁଛି। ଏହି…
ଅଧିକ ଖବର ଦେଖନ୍ତୁ...

ବିପୁଳ ଶାଳକାଠ ଜବତ; ବେପାରୀ ଖସିଗଲା

ବଡ଼ଗାଁ: ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ପଟୁଆବେଡା ଜଙ୍ଗଲ ଭିତରେ ଚୋରା କାଠ କାରବାର ହେଉଥିବା ଖବର ପାଇ ଆଜି ବନବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ବିପୁଳ ପରିମାଣରେ ଶାଳକାଠର ଚୌଖଟ ଓ କାଠ ଗଣ୍ଡି ଜବତ କରାଯାଇଛି। ବନାଞ୍ଚଳ ଅଧିକାରୀ ଉମାଶଙ୍କର ନାୟକ ଓ ବନପାଳ ପ୍ରଜ୍ଞା ସାମଲ ସଦଳବଳେ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ଆଇସିଏସଇ ଓ ଆଇଏସ୍‌ସି ପରୀକ୍ଷାରେ ଚମକିଲେ ରାଉରକେଲାର ଛାତ୍ରଛାତ୍ରୀ

ରାଉରକେଲା : ଆଇସିଏସଇ (ଦଶମ) ଓ ଆଇଏସ୍‌ସି (ଦ୍ବାଦଶ) ଫଳ ରବିବାର ଦିନ ପ୍ରକାଶିତ ହୋଇଛି। ଏଥିରେ ରାଉରକେଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ରାଜ୍ୟସ୍ତରରେ ଶ୍ରେଷ୍ଠ ୧୦ ଭିତରେ ରହିଛନ୍ତି। ଆଇଏସ୍‌ସି ଦ୍ବାଦଶରେ ସ୍ଥାନୀୟ କାର୍ମେଲ ସ୍କୁଲର ଛାତ୍ରୀ ଦିଶା ଗୋୟଲ ସର୍ବାଧିକ ୯୮.୨୫% ରଖି…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ହେବି : ରାଜ୍ୟ ଟପ୍ପର ଦୀଶା ଗୋୟଲ

ରାଉରକେଲା: ବ୍ୟବସାୟୀ ହନୁମାନ ଗୋୟଲ ଓ ସୀମା ଗୋୟଲଙ୍କ ବଡ଼ ଝିଅ ହେଉଛନ୍ତି ଦୀଶା। ଭାଇ ଭଉଣୀ କହିଲେ ସାନଭାଇ ମହେଶ ଓ ସାନଭଉଣୀ ମମତା। ଉଭୟ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ପିଲାଟି ଦିନରୁ ବେଶ୍‌ ମେଧାବୀ ଦୀଶା ପାଠ ସହିତ ସଙ୍ଗୀତ, ନୃତ୍ୟ, ବକ୍ତୃତା ଓ ରଚନା ଲିଖନ ଆଦି ବିଭିନ୍ନ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ବାଳିକା ହକି: ହରିୟାଣା ବିଜେତା, ଝାଡ଼ଖଣ୍ଡ ଉପବିଜେତା

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ହରିୟାଣା ବିଜେତା ହୋଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ହରିୟାଣା ୩-୨ ଗୋଲରେ ଶକ୍ତିଶାଳୀ ଝାଡ଼ଖଣ୍ଡକୁ ପରାସ୍ତକରି ନୂଆ ଇତିହାସ ରଚିଛି। ଅପରପକ୍ଷରେ ଉତ୍ତରପ୍ରଦେଶକୁ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀଙ୍କ ସମାନ୍ତରାଳ ଶାସନ! ବରିଷ୍ଠ ଅଧିକାରୀଙ୍କୁ ଫେରାଇଦେଲେ

ସୁନ୍ଦରଗଡ଼ : ‘ସରକାର ନୁହେଁ, ଆମେ ଆଦିବାସୀ ଏ ଭୂଖଣ୍ଡର ଅସଲ ମାଲିକ। ତଦନୁସାରେ ଏ ମାଟିର ପ୍ରକୃତ ଶାସକ ମଧ୍ୟ ଆମେ। ତେଣୁ ଏଠି ଅନ୍ୟ କୌଣସି ସରକାରର ଆଇନ କାନୁନ, ଶାସନ ପଦ୍ଧତି ଲାଗୁ ହୋଇପାରିବ ନାହିଁ। ଏହି  ଘୋଷଣା ସହ ସରକାରଙ୍କୁ ପ୍ରତ୍ୟାଖାନ କରି ଏକପ୍ରକାର ସମାନ୍ତରାଳ ଶାସନ ଚଲାଇଥିବା…
ଅଧିକ ଖବର ଦେଖନ୍ତୁ...

ସୁଟ୍‌ଆଉଟ ନିର୍ଣ୍ଣୟକଲା ଦୁଇ ଫାଇନାଲିଷ୍ଟ୍‌ : ହରିୟାଣାଠାରୁ ୩-୧ରେ ହାରିଲା ଓଡ଼ିଶା

ରାଉରକେଲା : ଉପକନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦୁଃଖଦ ବିଦାୟ ନେଇଛି। ହରିୟାଣା ବିପକ୍ଷ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଡ଼ିଶା ସୁଟ୍‌ଆଉଟ୍‌ରେ ୧-୩ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛି। ଅପରପକ୍ଷରେ ସୁଟ୍‌ଆଉଟ୍‌ରେ ଝାଡ଼ଖଣ୍ଡ ୨-୧ ଗୋଲରେ ଉତ୍ତରପ୍ରଦେଶକୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ତୁମୁଳକାଣ୍ଡ, ଚୌକିରେ ବସିବାକୁ ଦୁଇ ବରିଷ୍ଠ କଂଗ୍ରେସ ନେତା ଗଡ଼ାଗଡି

ରାଉରକେଲା : ରାଉରକେଲା ଜିଲ୍ଲା କଂଗ୍ରେସରେ ପଦପଦବିକୁ ନେଇ ଗତ କିଛି ବର୍ଷ ଧରି ଜାରି ରହିଛି ‌ଗୋଷ୍ଠୀକନ୍ଦଳ। ପଦପଦବି ହାତେଇବା ଓ ବିଭିନ୍ନ କାର୍ଯ୍ୟକ୍ରମର ଆଗରେ ବସିବାକୁ ନେତାଙ୍କ ମଧ୍ୟରେ ଚାଲିଛି ଏକପ୍ରକାର ପ୍ରତିଯୋଗିତା। ପ୍ର‌ାୟ ୩ଟି ଗୋଷ୍ଠୀ ମଧ୍ୟରେ ଏଭଳି କନ୍ଦଳ ଚାଲିଛି। ଏମିତି…
ଅଧିକ ଖବର ଦେଖନ୍ତୁ...

ସିବିଏସଇ ଦଶମ ଓ ଦ୍ବାଦଶ ଫଳ: ଜାଣନ୍ତୁ କ’ଣ କହୁଛନ୍ତି ଟପ୍ପର

ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍‌ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି। ୧୦ମ ଶ୍ରେଣୀ‌ ପାସ୍‌ କରିଥିବା ଶିକ୍ଷାର୍ଥୀମାନଙ୍କୁ ‘ସିବିଏସ୍‌ଇ’ ତା’ର ‘ପରିଣାମ…
ଅଧିକ ଖବର ଦେଖନ୍ତୁ...

ପ୍ୟାକ୍ସ ନିର୍ଦ୍ଦେଶକ ସୁରଥ ବଗର୍ତ୍ତୀଙ୍କୁ ହତ୍ୟା, ପିଟିପିଟି ମାରିଦେଲେ ଦୁର୍ବୃତ୍ତ

ଯୁଯୁମୁରା/ସମ୍ବଲପୁର : ଯୁଯୁମୁରା ବ୍ଲକ୍‌ ଘେନୁପାଲି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ର ନିର୍ଦ୍ଦେଶକ ତଥା ପୂର୍ବତନ ସଭାପତି ସୁରଥ ବଗର୍ତ୍ତୀ (୫୫)ଙ୍କୁ ଗୁରୁବାର ରାତିରେ ସଦର ଥାନା ଅନ୍ତର୍ଗତ ତାଙ୍କ ଗାଁ ହପ୍ରିୟାବାହାଲରେ ପିଟିପିଟି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ…
ଅଧିକ ଖବର ଦେଖନ୍ତୁ...