ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ପୁଣି ଝୁଲିଲା ରଘୁନାଥପାଲି ଆସନ: ଷଷ୍ଠ ପାର୍ଯ୍ୟାୟରେ ବି ଟିକଟ ଘୋଷଣା ନୋହିଲା

ରାଉରକେଲା: ବିଜେଡି ୬ଟି ପର୍ଯ୍ୟାୟରେ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି; କିନ୍ତୁ ଏଯାଏ ରଘୁନାଥପାଲି ନିର୍ବାଚନମଣ୍ଡଳି ପାଇଁ ପ୍ରାର୍ଥୀ ଚୟନ ହୋଇପାରିନାହିଁ। ବାରମ୍ବାର ଝୁଲେଇ…
ଅଧିକ ଖବର ଦେଖନ୍ତୁ...

ଉଚିତମୂଲ୍ୟ ପାଉନାହାନ୍ତି ମହୁଲ ଗୋଟାଳି

ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ର ୧୮ଟି ପଞ୍ଚାୟତର ଆଦିବାସୀଙ୍କର ମହୁଲ ସଂଗ୍ରହ ହେଉଛି ଏକ ପ୍ରଧାନ ଜୀବିକା। ମାର୍ଚ୍ଚ ଓ ଏପ୍ରିଲ ମାସରେ ସକାଳେ ପରିବାରର ସବୁ ସଦସ୍ୟ ମହୁଲଫୁଲ ସଂଗ୍ରହ କରିବାରେ ଲାଗିଯାନ୍ତି। କିନ୍ତୁ ସମସ୍ତେ ପ୍ରାୟ ନିଜନିଜ ଜମିରେ ଥିବା ଗଛରୁ ହିଁ ମହୁଲ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ବିଜେଡ଼ି ପ୍ରାର୍ଥୀଙ୍କୁ ବିରୋଧ

ରାଉରକେଲା: ରାଉରକେଲା ବିଜେଡି ବିଧାନସଭା ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟ ଗୋଷ୍ଠୀ ବିରୋଧ କରିଛନ୍ତି। ଆସନ୍ତା ନିର୍ବାଚନ କାର୍ଯ୍ୟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ବିରୋଧୀ ଗୋଷ୍ଠୀମାନଙ୍କ ଏକ ବୈଠକରେ ବିଜେଡି ସଂଖ୍ୟାଲଘୁ ସେଲ୍‌ ରାଜ୍ୟ ଉପସଭାପତି ଯଶବିନ୍ଦର ସିଂହ,…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼: ବଢୁଛି ତାତି ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡ଼ରେ ଅଂଶୁଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଜନ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ମାଓକ୍ୟାମ୍ପ ଧ୍ବଂସ, ମାଓବାଦୀ ଦେଲେ ଛତ୍ରଭଙ୍ଗ

ରାଉରକେଲା: ରାଉରକେଲା ସୀମାନ୍ତ ଝାରଖଣ୍ଡର ସୋନୁଆ ଥାନା କେରାବୀର ଜଂଗଲରେ ମାଓ କ୍ୟାମ୍ପ ଧ୍ବଂସ ପାଇଛି। ମାଓ କ୍ୟାମ୍ପ ଧ୍ବଂସ ହେବା ସହ ଜବତ ହୋଇଛି ଏସଆଲର ବନ୍ଦୁକ, ବିଷ୍ପୋରକ, ଟିଫିନ ବୋମା , ବିଦ୍ୟୁତ୍‌ ତାର , ମାଓ ପୋଷାକ , ମାଓ ଯୋତା , ମାଓ ପୁସ୍ତିକା, ନଗତ ୨୭ ହଜାର ଟଙ୍କା ସହ…
ଅଧିକ ଖବର ଦେଖନ୍ତୁ...

ସୋନିଆଙ୍କୁ ଭେଟିବା ପରେ… ଅମିତାଙ୍କ ପ୍ରାର୍ଥିତ୍ବକୁ ନେଇ ଚର୍ଚ୍ଚା

ସୁନ୍ଦରଗଡ଼: ତଳସରାରେ ଟିକଟ ନ ପାଇ ନିରାଶ ହୋଇଥିବା କଂଗ୍ରେସନେତ୍ରୀ ଅମିତା ବିଶ୍ବାଳ ଝାରସୁଗୁଡ଼ା ବିଧାନସଭା ଆସନରୁ ଲଢ଼ିବେ। ଗତ ୧୭ ତାରିଖରେ ଅମିତା  ନୂଆଦିଲ୍ଲୀସ୍ଥ କଂଗ୍ରେସ ମୁଖ୍ୟାଳୟରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାପରେ ଏହି ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ବିଜେପି ବୈଠକରେ ଯୋଗଦେଲେନି ନୀହାର: ମନାଇବାକୁ ଘରକୁ ଗଲେ ଜୁଏଲ ଓ ଦିଲୀପ

ରାଉରକେଲା: ବିଜେପିର ରାଉରକେଲା ବିଧାନସଭା କ୍ଷେତ୍ର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ନେଇ ସ୍ଥାନୀୟ ଏକ ହୋଟେଲ୍‌ରେ ଅନୁଷ୍ଠିତ ବୈଠକରେ ପ୍ରମୁଖ ଟିକେଟ ଆଶାୟୀ ନୀହାର ରାୟ ଯୋଗ ଦେଇନାହାନ୍ତି। ବୈଠକ ସରିବାପରେ ନୀହାରଙ୍କୁ ମନାଇବାକୁ ଜୁଏଲ ଓରାମ, ଦିଲୀପ ରାୟ, ପୂର୍ବତନ ଅର୍ବାନବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକକୁ ନିର୍ମମ ହତ୍ୟା: ପ୍ରେମିକାକୁ ୧୦ ବର୍ଷ ଜେଲ୍, ୫ ହଜାର ଜରିମାନା

ସୁନ୍ଦରଗଡ଼: ବର୍ଷକର ପ୍ରେମ ଓ ଶାରୀରିକ ସମ୍ପର୍କ ପରେ ବିବାହକୁ ନା କରିବାରୁ ପ୍ରେମିକକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ପ୍ରେମିକା। ୨୦୧୭ରେ ସୁନ୍ଦରଗଡ଼ ଟାଉନଥାନା ଭବାନୀପୁର ଅଞ୍ଚଳରେ ଘଟିଥିଲା ଏହି ଘଟଣା। ମାମଲାର ବିଚାର କରି ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲା ଜଜ୍ ଶୁଭଦର୍ଶୀ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ପକ୍ଷୀଚୋରଙ୍କ ଠାରୁ ଉଦ୍ଧାର ୬୧ ଶୁଆ ହେଲେ ମୁକ୍ତ  

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଅନ୍ତର୍ଗତ ଟେନ୍‌ସା ଜଙ୍ଗଲ ଅଞ୍ଚଳରେ ଶୁକ୍ରବାର ୬୧ ‌ଗୋଟି ଶୁଆଙ୍କୁ ଖୋଲା ଆକାଶରେ ମୁକ୍ତ କରାଯାଇଛି। ଗତ ଜାନୁଆରି ମାସରେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଚାଲାଣକାରୀମାନଙ୍କ ଠାରୁ ଏହି ଶୁଆମାନଙ୍କୁ ଜବତ କରାଯାଇଥିଲା। ଆଜି…
ଅଧିକ ଖବର ଦେଖନ୍ତୁ...

ସାଢ଼େ ୨ଟା ସୁଦ୍ଧା ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ଆଜି ଦିନ ସାଢ଼େ ୨ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ, ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ରହିଛି ୪୩.୮ ଡିଗ୍ରି ସେଲସିଅସ୍। ଏହାଛଡ଼ା ସମ୍ବଲପୁରରେ ତାପମାତ୍ରା ୪୨.୪, ଚାନ୍ଦବାଲି ଓ କେନ୍ଦୁଝରରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୧.୮,…
ଅଧିକ ଖବର ଦେଖନ୍ତୁ...