ବଡ଼ଗାଁ : ବନାଞ୍ଚଳ ଅନ୍ତର୍ଗତ ଧୂମାଗଡା ଗାଁରେ ଏକ ୬ ଫୁଟ ଲମ୍ବା ଅଜଗର ସାପ ଉଦ୍ଧାର ହୋଇଛି l ଗାଁ ଲୋକ ସାପକୁ ଦେଖିବା ପରେ ବନବିଭାଗକୁ ସୂଚନା ଦେଇଥିଲେ l ପରେ ଅଂଚଳର ଜଣାଶୁଣା ସାପ ଧରାଳି ଅନିମେଷ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ଦଳ ସାପକୁ ଧରି ଜଙ୍ଗଲରେ ଛାଡ଼ିଦେଇଥିଲେ ।

ପୂର୍ବବର୍ତ୍ତୀ ଖବର
ଆଏଫଏସ୍ ଅଫିସରଙ୍କ ଆଲିସାନ ବଙ୍ଗଳାରେ ଦ୍ୱିତୀୟ ଦିନ ଚଢ଼ାଉ: ମିଳିଲା ଅଧ କିଲୋରୁ ଅଧିକ ସୁନା, ପୁଅଙ୍କୁ ଅଣାଯାଉଛି ଓଡ଼ିଶା
ପରବର୍ତ୍ତୀ ଖବର