ବଡ଼ଗାଁ: ବହୁ ଚର୍ଚ୍ଚିତ ଶିବାଙ୍ଗୀ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ସ୍ୱାମୀ ଅବିନାଶ ଖେମକାକୁ ରାଇରଙ୍ଗ ପୁଲିସ ଗିରଫ କରିଛି। ଗିରଫ ପରେ ପ୍ରାରମ୍ଭିକ ରେକର୍ଡ ପରେ କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଶ୍ୱଶୂର ଘରେ ଶିବାଙ୍ଗୀକୁ ଦୁଷ୍କର୍ମ ଓ ପରେ ନିଆଁରେ ପୋଡ଼ି ହତ୍ୟା କରିବା ଅଭିଯୋଗ ହେବା ପରେ ପୁଲିସ ପ୍ରଥମେ ଶ୍ୱଶୂର ଗୋପାଳ ଖେମ୍କା ଏବଂ ଆଜି ଅବିନାଶକୁ ଗିରଫ କରିଥିବା ପ୍ରକାଶ।
ଶିବାଙ୍ଗୀ ହତ୍ୟାକାଣ୍ଡ :ସ୍ୱାମୀ ଅବିନାଶ ଗିରଫ
/sambad/media/post_attachments/wp-content/uploads/2018/01/rkl18.jpg)