କୋଇଡ଼ା: ପ୍ରଚଣ୍ଡ ଶବ୍ଦରେ ଥରିଲା କୋଇଡ଼ା।, ଦୁଇଥର ଢୋ ଢୋ ହୋଇ ଶବ୍ଦ ପ୍ରକମ୍ପିତ। ଲୋକେ ଆତଙ୍କିତ ହୋଇ ବାହାରକୁ ବାହାରି ଆସିଲେ। ଶବ୍ଦ ସମୟରେ ଦୁଇ ଗୋଟି ଜେଟ୍ ବିମାନ ଗତି କରୁଥିଲା। ଏଭଳି ଶବ୍ଦର କାରଣ ଜଣା ପଡ଼ିନାହିଁ। କୋଇଡ଼ା ବ୍ୟତୀତ ଟେନସା, ବଣାଇଁ, ଗୁଆଲି , ବଡବିଲ ରେ ମଧ୍ୟ ଶବ୍ଦ ଶୁଣାଯାଇ ଲୋକେ ଆତଙ୍କିତ
ପ୍ରଚଣ୍ଡ ଶବ୍ଦରେ ଥରିଲା କୋଇଡ଼ା: କାରଣ ଅସ୍ପଷ୍ଟ
/sambad/media/post_attachments/wp-content/uploads/2022/07/koida.jpg)