ରାଉରକେଲା: ଡେଲିଭରି ଚାଲାଣକୁ ନେଉ ସୁନ୍ଦରଗଡ଼ ଜିଲ୍ଲା ଟେନସା ଏବଂ କୋଇଡା ଟିପ୍ପର ଆସୋସିଏସନ ମଧ୍ୟରେ ଗଣ୍ଡଗୋଳ ହୋଇଛି। ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହେବାରୁ ୭ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଲହୁଣୀପଡ଼ା ଥାନା ପୁଲିସ ଦୁଇ ଗୋଷ୍ଠଙ୍କ ମଧରୁ ୯ଜଣଙ୍କୁ ଗିରଫ କରିଥିବା ପୁଲିସ ସୂଚନା ଦେଇଛି।
ଡେ଼ଲିଭରି ଚାଲାଣକୁ ନେଇ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୯ ଗିରଫ
/sambad/media/post_attachments/wp-content/uploads/2022/07/quarrel-03-1570-1573916527.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)