ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା କୁଣ୍ଡରା ଘାଟିରେ ଜଳିଗଲା ଟ୍ରକ୍। ସଟ ସର୍କିଟ ଯୋଗୁଁ ଟ୍ରକ୍ ଜଳିଯାଇଥିବା ସନ୍ଦେହ କରାଯାଉଛି। ଟ୍ରକଟି ଏମସିଏଲ ରୁ କୋଇଲା ବୋଝେଇ କରି ଆସୁଥିବାବେଳେ ଘାଟିରେ ନିଆଁ ଲାଗି ଯାଇଛି।