ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଭୋଜପୁର କଲିମ ଗ୍ୟାରେଜରେ ଏକ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ତେବେ କେଉଁ ସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ଗ୍ୟାରେଜକୁ ମରାମତି ପାଇଁ ଟ୍ରକ ଆସିଥିବାବେଳେ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି।
ଗ୍ୟାରେଜରେ ଜଳିଗଲା ଟ୍ରକ୍
/sambad/media/post_attachments/wp-content/uploads/2024/01/4a996a00-7d96-41a4-9f8d-ad1a118b8ce1.jpeg)
ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଭୋଜପୁର କଲିମ ଗ୍ୟାରେଜରେ ଏକ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ତେବେ କେଉଁ ସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ଗ୍ୟାରେଜକୁ ମରାମତି ପାଇଁ ଟ୍ରକ ଆସିଥିବାବେଳେ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି।
Join and get latest news updates delivered to you via WhatsApp