ରାଉରକେଲା: ୨୦ କୋଟି ଜିଏସ୍‌ଟି ଠକେଇ ମାମଲାରେ ୨ ଗିରଫ

ରାଉରକେଲା: ପ୍ରାୟ ୨୦ କୋଟି ଟଙ୍କା ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଠକେଇ ମାମଲାରେ ରାଉରକେଲାରୁ ୨ଜଣ ବ୍ୟବସାୟୀ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ପୁଲିସ ନାରାୟଣ ଖୈତାନ ଓ ସଞ୍ଜିତ ସିଂହଙ୍କୁ ଗିରଫ କରିଛି। କୋଟରେ ଜାମିନ ନାମଞ୍ଜୁର ହେବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର