ରାଉରକେଲା: ରାଉରକେଲାର ସେକ୍ଟର ୨୧ ନୟାବଜାର ଏନଟିପିସି ରାସ୍ତା ପାର୍ଶ୍ଵ ଗଛରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଯୁବକର ପରିଚୟ ମିଳିନି। ପ୍ଲାଣ୍ଟସାଇଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାଉରକେଲା: ରାସ୍ତାପାର୍ଶ୍ଵ ଗଛରେ ଆତ୍ମହତ୍ୟା କଲେ ଅଜଣା ଯୁବକ
/sambad/media/post_attachments/wp-content/uploads/2023/12/e961c280-71c4-4ce2-a57b-407e255499e6.jpeg)
ରାଉରକେଲା: ରାଉରକେଲାର ସେକ୍ଟର ୨୧ ନୟାବଜାର ଏନଟିପିସି ରାସ୍ତା ପାର୍ଶ୍ଵ ଗଛରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଯୁବକର ପରିଚୟ ମିଳିନି। ପ୍ଲାଣ୍ଟସାଇଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Join and get latest news updates delivered to you via WhatsApp