ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ବନଖଣ୍ଡ କିଂଜିରକେଲା ସେକ୍ସନ ରରଟି ଗ୍ରାମରେ ଏହି ହାତୀ ଅ।କ୍ରମଣ ଘଟଣା ଘଟିଛି। ମୃତକ ହେଲେ ମୁରଲି ଖଡିଅ।।

Advertisment

ସେ ସକାଳୁ ଶୌଚ ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଏନେଇ ବନବିଭାଗ ଓ ପୁଲିସ ତଦନ୍ତ ଅ।ରମ୍ଭ କରିଥିବା ଜଣାଯାଇଛି।