ସୁନ୍ଦରଗଡ଼: ସଦର ଥାନା ମହୁଲଜୋର ଗାଁ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସେହି ଗାଁର ମନୋରଞ୍ଜନ ମିଶ୍ର। ମନୋରଞ୍ଜନ ପୋଖରୀରେ ଗାଧୋଇବାକୁ ଯାଇଥିଲେ। ତେବେ କେଉଁସ୍ଥିତିରେ ତାଙ୍କ ମୃତ୍ୟୁ ହେଲା ସ୍ପଷ୍ଟ ହୋଇନାହିଁ। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ବ୍ୟବସ୍ଥା କରିଛି।
ପୋଖରୀରେ ଗାଧୋଇବାକୁ ଯାଇଥିଲେ ଯୁବକ: ଚାଲିଗଲା ଜୀବନ
/sambad/media/post_attachments/wp-content/uploads/2020/10/drowned.jpg)