ସୁନ୍ଦରଗଡ଼: ରାଜଗାଙ୍ଗପୁର ଅଞ୍ଚଳର ୬ ଜଣ ସାଙ୍ଗ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ରାଜଗାଙ୍ଗପୁର କେଶ୍ରାମାଲ ଆମ୍ବଘାଟ ନାଳକୁ ବୁଲାବୁଲି କରିବାକୁ ଆସିଥିବା ବେଳେ ଗାଧୋଇବା ସମୟରେ ଏକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଜଣେ ସାଙ୍ଗ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ରାଜଗାଙ୍ଗପୁର ବୁଚୁକୁପଡା ଫକୀର ବାଙ୍କରା (୨୩) ଓରଫ ରାଜା ବୋଲି ଜଣାପଡିଛି । ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ମଉଜ ମସ୍ତି କରିବାକୁ ଆସି ପାଣିରେ ଭାସିଗଲେ ଯୁବକ
ରାଜଗାଙ୍ଗପୁର ଅଞ୍ଚଳର ୬ ଜଣ ସାଙ୍ଗ ଆଜି ପ୍ରାୟ ସାଢ଼େ ୪ ଟା ସମୟରେ ରାଜଗାଙ୍ଗପୁର କେଶ୍ରାମାଲ ଆମ୍ବଘାଟ ନାଳକୁ ବୁଲାବୁଲି କରିବାକୁ ଆସିଥିବା ବେଳେ ଗାଧୋଇବା ସମୟରେ ଏକ ଦୁର୍ଘଟଣା ଘଟିଯାଇଛି।
/sambad/media/media_files/2025/08/01/6581c5da-0e46-4b16-8ddf-bd33b536e0ed-1-2025-08-01-19-46-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)