ସିଓର ସକସେସ ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ମେଗା ରକ୍ତଦାନ ଶିବିର, ରକ୍ତ ଦେଲେ ଅନୁଷ୍ଠାନର ୧୧୧ ଛାତ୍ରଛାତ୍ରୀ

ବାଲେଶ୍ୱର: ବାଲେଶ୍ୱର ସହରର ଅଗ୍ରଣୀ କୋଚିଂ ସେଣ୍ଟର ସିଓର ସକସେସ ପକ୍ଷରୁ ଆଜି ଏକ ମେଗା ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ନୀଲୁ ମହାପାତ୍ର, ରକ୍ତ ଭଣ୍ଡାର ଅଧିକାରୀ ଡା ବସନ୍ତ କୁମାର ଉପାଧ୍ୟାୟ, ଡା. ମହେଶ କୁମାର ବିଶ୍ୱାଳ, ସାମାଜିକ କର୍ମୀ ସାହିରୁଲ ହକ, ସଞ୍ଜୟ ମହାପାତ୍ର, ଶୈଲେନ୍ଦର ସିଂହ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସିଓର ସକସେସର ନିର୍ଦେଶକ ର୍ନିମଳ ରାଉତଙ୍କ ତତ୍ତ୍‌ାବଧାନରେ ଅନୁଷ୍ଠିତ ଏହି ଶିବିରରୁ ୧୧୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ଡା. ଉପାଧ୍ୟାୟ ଓ ଡା. ବିଶ୍ୱାଳ ରକ୍ତଦାତାଙ୍କ ସ୍‌ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଲ୍ୟାବ ଟେକ୍ନିସିଆନ ବିଜୟ କୁମାର ପଟ୍ଟନାୟକ, ଦେବାଶିଷ ଦତ୍ତ, ସୁଚିସ୍ମିତା ଦାସ, ଅକ୍ଷୟ ଜେନା, ଜ୍ୟୋତିଷ ପ୍ରଧାନ, ସନ୍ତୋଷ କୁମାର ଜେନା, ସ୍ୱୟଂପ୍ରଭା ଦାସ ମହାପାତ୍ର ଓ ମିତାଲି ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପ ନିର୍ଦେଶକ ସୁବ୍ରତ କୁମାର ରାଉତ, ଜ୍ଞାନେନ୍ଦ୍ର ଭଂଜ, ଉପେନ୍ଦ୍ରନାଥ ପାତ୍ର, ଦେବାଶିଷ ମହାନ୍ତି, ହେମନ୍ତ କୁମାର ଦାସ, ସିଦ୍ଧାର୍ଥଶଂକର ବାରିକ, ସେମ୍ୟ ରଂଜନ ପଣ୍ଡା, ମହେଶ୍ୱର ବେହେରା, ହୃଷିକେଶ ପାତ୍ର, ସଂପଦ ମହାନ୍ତି, ଦେବବ୍ରତ ବେହେରା, ସତ୍ୟକୃଷ୍ଣ ଦାସ, ପ୍ରୀତିଶ୍‌ ପଟ୍ଟନାୟକ, ଚନ୍ଦ୍ରଶେଖର ଜେନା, ପପୁ ମହାନ୍ତି, ସମ୍ବାଦ ବାଲେଶ୍ୱର ପ୍ରତିନିଧି ମନୋଜ କୁମାର ରାଉଳ ଓ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ରକ୍ତ ଦାତା-ଜୀବନ ଦାତା: ର୍ନିମାଲ୍ୟ କୁମାର ପ୍ରଧାନ, ଶାନ୍ତନୁ କୁମାର ବାରିକ, ଶିଶିର କୁମାର ଦାସ, କମଳାକାନ୍ତ ଗିରି, ଖଗେଶ୍ୱର ମହାନ୍ତି, ଜ୍ୟୋତିପ୍ରକାଶ ନାୟକ, ସ୍‌ୱର୍ଣ୍ଣ ରଂଜନ ସାହାଣୀ, ସତ୍ୟ ନାରାୟଣ ବେହେରା, ତ୍ରିଲୋଚନ ପଣ୍ଡା, ଲୁଇସା ଲିପିପୁଷ୍ପା ମହାଳିକ, ଦେବ୍ରତ ବେହେରା, ଅନିତା ଗିରି, ସେକ ଆକ୍ୟୁବ, ମନୋଜ କୁମାର ବେହେରା, ଚିନ୍ମୟ କୁମାର ଦାସ, ପାପନ କୁମାର ଜେନା, ଚିରଞ୍ଜୀବ ଖିଲାର, ରଂଜିତା ସୂତାର, ସତ୍ୟପ୍ରକାଶ ଗିରି, ରବିନ୍ଦ୍ର ହାଁସଦା, ଶୁଭାଶିଷ ବଲ୍ଲଭ ଗୋସ୍ୱାମୀ, ସରୋଜ କୁମାର ଗିରି, ବିଭୁଦତ୍ତ ଜେନା, ଜ୍ୟୋତିଶେଖର ପଣ୍ଡା, ଜନାର୍ଦ୍ଦନ ବାରିକ, ଭୈରବ ମହାପାତ୍ର, ବିଶ୍ୱଜିତ ନାୟକ, ପ୍ରୀତିଶ କୁମାର ପଟ୍ଟନାୟକ, ହୃଷିକେଶ ପଣ୍ଡା, କିଶୋର କୁମାର ପ୍ରଧାନ, ରିଙ୍କି ପାତ୍ର, ଭାନୁମତି ସାହୁ, ମମତା ମଣ୍ଡଳ, ପ୍ରିୟଙ୍କା ମହାଳିକ, ଉଜ୍ୱଳ ରଣା, ହୃଷିକେଶ ପାତ୍ର, ସୌରଭ ରଂଜନ ସାମଲ, ବିଶ୍ୱଭୂଷଣ ରାଉତ, ସତ୍ୟରଞ୍ଜନ ବିଶ୍ୱାଳ, ଶୁଭମ ବେଦାନ୍ତ, ରୂପଶିଖା ମହାନ୍ତି, ଉମାକାନ୍ତ ଭୂୟାଁ, କୃଷ୍ଣଚନ୍ଦ୍ର ଜେନା, ଅଜିତ ରାଉଳ, ସହଦେ ଦାସ, ସଂଗ୍ରାମ ବିଜୁଳି, ମାନସ କୁମାର ମହାନ୍ତି, ସୁକଦେବ ଟୁଡୁ, ବିକ୍ରମ କେଶରୀ ନାୟକ, ଦୀପକ କୁମାର ପାଢୀ, ଗୁରୁପ୍ରସାଦ ପରିଡ଼ା, ମନୋଜ କୁମାର ସିଅଳ, ଆଶାଲତା ଟୁଡୁ, ଦୀପାରାଣୀ ତରେଇ, ଶୁଭସ୍ମିତା ଦାସ, ସରସ୍ୱତୀ ପ୍ରଧାନ, ବରେନ୍ଦ୍ର କୁମାର ପାତ୍ର, ଗୋବିନ୍ଦ ଜେନା, ସୁନୀଲ ଟୁଡୁ, ସୁବାଷ ଚନ୍ଦ୍ର ସାହୁ, ଦୟାନିଧି ମହାଳିକ, ହୃଦୟ ରଂଜନ ହାତୀ, ତପନ କୁମାର ଜେନା, ପ୍ରସନ୍ନଜିତ ସାହୁ, ନିରଞ୍ଜନ ସେଠୀ, ଆସ୍ତିକ ପ୍ରଧାନ, ପ୍ରଭଞ୍ଜନ ପଣ୍ଡା, ଆରତୀ ଆଚାର୍ଯ୍ୟ, ରାଜଶ୍ରୀ ବେହେରା, ସବ୍ୟସାଚୀ ନାୟକ, ଜୀବନକୃଷ୍ଣ ଗିରି, ଲକ୍ଷ୍ମୀଧର ସିଂ, ଅନୀଲ କୁମାର ଘଡ଼େଇ, କୃଷ୍ଣକାନ୍ତ ଗୋଛାୟତ, ସତ୍ୟବ୍ରତ ସାହୁ, ସମ୍ବିତ କୁମାର ଜେନା, ବିକ୍ରମ କେଶରୀ ରାଉତ, ବିଷ୍ଣୁ ଚରଣ ସାହୁ, ରାହୁଲ ମଣ୍ଡଳ, ଅମୀୟ କୁମାର ଧଳ, ଦିବ୍ୟରଞ୍ଜନ ଦାସ, ତପନ କୁମାର ପଣ୍ଡା, ଅଭିଜିତ ଦାସ, ସଂଯୁକ୍ତା ଜେନା, ଲିପୁନ ନାୟକ, ସରୋଜ ପାତ୍ର, ସ୍ୱାଭିମାନ ପରିଡ଼ା, ତାପସ କୁମାର ଜେନା, ସୁପ୍ରିୟା ଜେନା, ପ୍ରକାଶ ଚନ୍ଦ୍ର ଜେନା, ପ୍ରଫୁଲ୍ଲ କୁମାର ମହାରଣା, ହରିହର ପାଣିଗ୍ରାହୀ, ରୂପକ କୁମାର ବେହେରା, ପ୍ରହ୍ଲାଦ ବେହେରା, ବିଷ୍ଣୁପଦ ଦାସ, ଚିତ୍ତରଞ୍ଜନ ମୁଦୁଲି, ଜୀବନ ପ୍ରସାଦ ଜେନା, ଦିନେଶ କୁମାର ସାହୁ, କାଳିଚରଣ ବାରିକ, ଭାଗ୍ୟଶ୍ରୀ ରାଉତ, ଜୟସ୍ମିତା ଆଚାର୍ଯ୍ୟ, ଜିତେନ୍ଦ୍ର କୁମାର ଜେନା, ରୂପୟ ମାରାଣ୍ଡି, ବିଦ୍ୟାଭାରତୀ ବେହେରା, ଅନିତା ସାହୁ, ବିକାଶ ଚନ୍ଦ୍ର ମଲ୍ଲିକ, ଜୀବନ କୁମାର ଦାସ, ସତ୍ୟପ୍ରକାଶ ନାୟକ ଓ ରଘୁନାଥ ମଲ୍ଲିକ।

ସମ୍ବନ୍ଧିତ ଖବର