ରାୟଗଡ଼ା: ଟିକିରି ହାଇସ୍କୁଲ ସିଡି ରାସ୍ତା ଭୁଶୁଡ଼ିବାରୁ ଶୁକ୍ରବାର ୧୦ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଛାତ୍ରୀ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଟିକିରି ସରକାରୀ ହାଇସ୍କୁଲରେ ଛାତ୍ରୀମାନେ ସିଡିରେ ଛିଡ଼ା ହୋଇଥିଲେ। ଏହି ସମୟରେ ସିଡ଼ିର ଗୋଟିଏ ଭାଗ ଭୁଶୁଡ଼ି ପଡ଼ିଥିଲା। ଫଳରେ ଛାତ୍ରୀମାନେ ପଡ଼ିଯାଇଥିଲେ।
ରାୟଗଡ଼ା: ଟିକିରି ହାଇସ୍କୁଲ ସିଡି ରାସ୍ତା ଭୁଶୁଡି ୧୦ ଛାତ୍ରୀ ଗୁରୁତର
/sambad/media/post_attachments/wp-content/uploads/2019/07/rayagada4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)