ବିସ୍ଥାପିତ ଗ୍ରାମ ଦଡୁଆଁରେ ଘରଭଙ୍ଗା ପ୍ରଚାର ଗାଡି ଅଟକକୁ ନେଇ ଉତ୍ତେଜନା

ଯୋଡ଼ା: ଘର ଭାଙ୍ଗିବା ପାଇଁ କାନପୁର ବୃହତ ଜଳ ସେଚନ ପ୍ରକଳ୍ପର ବିସ୍ଥାପିତ ଗ୍ରାମରେ ପ୍ରଚାର ଗାଡିକୁ ଆଜି ଦଡୁଆଁ ଗ୍ରାମବାସୀ ଅଟକ ରଖିଛନ୍ତି। ଗ୍ରାମରେ ଥଇଥାନ କାର୍ଯ୍ୟ ସମୂର୍ଣ୍ଣ କରିନଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଏନେଇ ଗ୍ରାମରେ ଉତେଜନା ଦେଖାଦେଇଛି । ପ୍ରକଳ୍ପ ଅଧିକାରୀ ତୁରନ୍ତ ଗ୍ରାମରେ ପହଂଚି କଣ ଥଇଥାନ କରିଛନ୍ତି ତାହାର ଉତ୍ତର ଦିଆନ୍ତୁ ବୋଲି ଲୋକେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର