ଯାଜପୁର: ବେଆଇନ୍ ଭାବେ ଅଟକ ଥିବା ୩ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ଯଖପୁରା ରେଳବାଇ କଲୋନୀର ଜଣେ କର୍ମଚାରୀଙ୍କ କ୍ବାଟରରୁ ଉଦ୍ଧାର ହେଲା ଶିଶୁକନ୍ୟା। ସଂନ୍ଧ୍ୟାରେ ସିଡବ୍ଲ୍ୟୁସି ନିକଟରେ ହାଜର କରାଗଲା, ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରେ ଶିଶୁକୁ ଥଇଥାନ କରାଗଲା।
ଯାଜପୁର: ୩ ବର୍ଷର ଶିଶୁକନ୍ୟା ଉଦ୍ଧାର
/sambad/media/post_attachments/wp-content/uploads/2020/05/134f0420-b2b5-47a1-b897-e76149697d85.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)