ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ ଜରାଡି ଷ୍ଟେସନ ରୋଡ୍ରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ତଣ୍ଟି କାଟି କେହି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଳକ୍ଷ୍ମୀଧର ମୁଣ୍ଡା ଓ ତାଙ୍କ ଘର ତିରିଙ୍ଗ ଥାନା ଜରାଡ଼ି ଫାଣ୍ଡି ଅନ୍ତର୍ଗତ ମଲିକେଡ୍ୟାମ ଢ଼ିପାସାହିରେ ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାଇରଙ୍ଗପୁର: ଯୁବକଙ୍କ ତଣ୍ଟି କାଟି ହତ୍ୟା
/sambad/media/post_attachments/wp-content/uploads/2018/02/rairangpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)