ଭଦ୍ରକ: କାଳବୈଶାଖୀରେ ଉଡିଗଲା ଆଜବେଷ୍ଟ ଘର ଛପର

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଭାଟପଡା ପଂଚାୟତ ଚନ୍ଦନବିନ୍ଧା ଗାଁରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗାଁର ସୁଦର୍ଶନ ବେହେରାଙ୍କ ଆଜବେଷ୍ଟ ଘର ଛପର ଉଡାଇ ନେଇଛି। ବର୍ଷା ପାଣି ଘରେ ଥିବା ଯାବତୀୟ ଜିନିଷ ନଷ୍ଟ ହୋଇଛି। ଜୀବନ ବିକଳରେ ଅନ୍ୟ ଘରକୁ ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର