ବୌଦ୍ଧ: ବୌଦ୍ଧ ବନ ବିଭାଗ ଓ କୁସଙ୍ଗ ବନ୍ୟପ୍ରାଣୀ ବିଭାଗ ମିଳିତ ଚଢ଼ଉ କରି ଜଣେ ଶିକାରୀକୁ ଗିରଫ କରିଛନ୍ତି। ଶିକାରୀର ଘରୁ ଗୋଟିଏ ଦେଶୀ ବନ୍ଧୁକ, ଭୁଜାଲି, କଟୁରୀ, ଦୁଇଟି ଟାଙ୍ଗିଆ, ଚମଡା ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲା ହରଭଙ୍ଗା ଥାନା ବଡ଼ଖଜୁରୀ ଗ୍ରାମର ବିଶ୍ଵାମିତ୍ର ଯାନୀ। ଏଥି ସହିତ ବାଘକୁ ମାରିବା ପରେ ପୋତିଥିବା ସ୍ଥାନ ଖୋଳି ବାଘର ହାଡ଼ ଜବତ କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ବନ ବିଭାଗ କହିଛି।
ବାଘ ଶିକାରୀ ଗିରଫ, ବାଘ ଚମଡା ଜବତ
/sambad/media/post_attachments/wp-content/uploads/2023/04/7a1adba6-712a-46b9-ac14-c800e26d24a5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)