ପୁରୀ: ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ହତିଆରୁ ପୁରୀ ବୁଲିବାକୁ ଆସି ସମୁଦ୍ର ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକ ନି;ଖାଜେ ହୋଇ ଯାଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ନାମ ଅଙ୍କିତ କୁମାର ଗୁପ୍ତା। ଶ୍ରୀ ଗୁପ୍ତା ତାଙ୍କ ଅନ୍ୟ ୮ ଜଣ ସହଯୋଗୀଙ୍କ ସହିତ ପୁରୀ ବୁଲି ଆସିଥିଲେ। ଖବରପାଇି ପୁରୀ ସମୁଦ୍ରକୂଳ ଥାନା ଓ ଉଦ୍ଧାରକାରୀ ଦଳ ସମୁଦ୍ରରେ ଶ୍ରୀ ଗୁପ୍ତାଙ୍କୁ ଖୋଜାଖୋଜି କରୁଛି।
ପୁରୀ: ସମୁଦ୍ରରେ ନିଖୋଜ ପର୍ଯ୍ୟଟକ
/sambad/media/post_attachments/wp-content/uploads/2017/10/Puri_31.10.17.jpg)