ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ

ଗନ୍ଦିଆ: ‌ଢେଙ୍କାନାଳ ଜିଲ୍ଲା ଗଦିଆ ଥାନା ଅନ୍ତର୍ଗତ ରାମେଇ ଗ୍ରାମର ବୋକା ମହାନ୍ତ ପୁଅ ଟୁକୁ ମହାନ୍ତ (୨୪) ଟ୍ରାକ୍ଟର ଚଲେଇ ଆସୁଥିବା ବେଳେ ଦିନ ପ୍ରାୟ ୧ଟା ୩୦ ସମୟରେ ରାମେଇ ଗ୍ରାମ ରାସ୍ତାର ଗୋଟିଏ ପୋଲରେ ଓଲଟି ପଡ଼ିଥିଲା। ଗାଡିତଳେ ଚାପିହୋଇ ଡ୍ରାଇଭର ମରିଯାଇଥିବାର ଗ୍ରାମବାସୀଙ୍କ ଠାରୁ ଜଣାଯାଇଛି।

ସମ୍ବନ୍ଧିତ ଖବର