୫ଟି ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ୍‌, ଜାଣି ପାଇଲେ ନାହିଁ ଟ୍ରେନ୍‌ ଚାଳକ

0

କୁଚିଣ୍ଡା: ବ୍ରଜରାଜନଗରରୁ ପଶ୍ଚିମବଙ୍ଗର ପୋଲାଘାଟ ଥର୍ମାଲ ପାଓ୍ଵାର ପ୍ଲାଣ୍ଟକୁ ଯାଉଥିବା ଏକ ମାଲ୍‌ବାହୀ ଟ୍ରେନ୍‌ ସୋମବାର ଅପରାହ୍ନରେ ବାଗି ଛାଡ଼ି ଚାଲି ଯାଇଥିବା ଖବର ମିଳିଛି। ଏହି ମାଲ୍‌ବାହୀ ଟ୍ରେନ୍‌ ଧାରୁଆଡିହି-ବାମରା ଷ୍ଟେସନର କୁଅଁରମାଲ ନିକଟରେ ୫ଟି ବଗିକୁ ଛାଡ଼ି ଚାଲି ଯାଇଥିଲା। କିଛି ଦୂର ପାଖାପାଖି ଗୋଟିଏ କିଲୋମିଟର ଯିବା ପରେ ହଠାତ ଟ୍ରେନ ଚାଳକ ଏହି ଘଟଣା ବିଷୟରେ ଜାଣି ପାରିଥିଲେ। ଏହାପରେ ତୁରନ୍ତ ପଛକୁ ଫେରିଥିଲେ ଏବଂ ଛାଡ଼ିଥିବା ୫ଟି ବଗିକୁ ମାଲ୍‌ବାହୀ ଟ୍ରେନ୍‌ ସହିତ ସଂଯୋଗ କରିଥିଲେ। ଏହାପରେ ଟ୍ରେନ୍‌କୁ ଆଗକୁ ବଢ଼ାଇ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.