ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ପରିସରରୁ ଗଛ କାଟିବା ପାଇଁ ପୂର୍ତ୍ତ ବିଭାଗ ଓ ବନବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶକୁ ବ୍ରହ୍ମପୁରବାସୀ ସହ୍ୟ କରିପାରିନାହାନ୍ତି। ମେଡିକାଲ ପରିସରରୁ ରବିବାର ଗଛକଟା ଆରମ୍ଭ ହେବା ପରେ ବ୍ରହ୍ମପୁରବାସୀ ଅଧିକାରୀମାନଙ୍କୁ ଘେରିଛନ୍ତି। ମାତ୍ର ସ୍ଥାନୀୟ ଲୋକେ ବିରୋଧ କରିବା ପୂର୍ବରୁ ୮ଟି ଗଛ ବଳି ପଡ଼ିସାରିଛି। ଏବେ ଆହୁରି ୧୮୮ଟି ଗଛ କଟାଯିବାକୁ ପୂର୍ତ୍ତ ବିଭାଗ ଓ ବନ ବିଭାଗ ଅନୁମତି ଦେଇଛି। ସୂଚନାଯୋଗ୍ୟ ରାସ୍ତା ନିର୍ମାଣ ପାଇଁ ଏହି ଗୁଡ଼ିକ କଟାଯାଉଛି।
ଗଂଜାମ: ମେଡିକାଲ ପରିସରରେ ଗଛ କଟାକୁ ବିରୋଧ କଲେ ବ୍ରହ୍ମପୁରବାସୀ
/sambad/media/post_attachments/wp-content/uploads/2018/04/MKCG_Berhampur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)