ବାଙ୍ଗିରିପୋଷି: କୋଲକାତା ରୁ ସୁରଟ ଅଭିମୁଖେ କ୍ୟାମିକାଲ ପାଉଡର ନେଇ ଯାଉଥିବା ଏକ ଟ୍ରକ ବାଙ୍ଗିରିପୋଷି ଦ୍ଵାରଶୁଣୀ ଘାଟୀରେ ଗୁରୁବାର ମଧ୍ୟ ରାତ୍ରିରେ ଜଳି ପାଉଁଶ ହୋଇଯାଇଛି। ତେବେ ଏଥିରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଠାରେ ସୂଚନା ଦିଆଯାଏ କିଛି ଦିନ ପୂର୍ବରୁ ଏକ ବସ କରଂଜିଆ (ସିଂଗଡା)ରୁ ବେତନଟୀ ଭୋଜି ଖାଇବା ପାଇଁ ଯାଉଥିବା ବେଳେ ଏହି ଦ୍ଵାରଶୁଣୀ ଘାଟୀର ମା’ ଦ୍ଵାରଶୁଣୀ ପୀଠରେ ଜଳିଯାଇଥିଲା। ବସଟି ଛିଡା ହୋଇ ଥିବାରୁ ଅଳ୍ପକେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ବର୍ତ୍ତୀ ଯାଇଥିଲେ। ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନଥିଲା।
ମୟୂରଭଂଜ: ମଧ୍ୟରାତ୍ରିରେ ଜଳିଗଲା କ୍ୟାମିକାଲ ପାଉଡର ବୋଝେଇ ଟ୍ରକ୍
/sambad/media/post_attachments/wp-content/uploads/2019/05/Bangri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)