ପୋଖରନ ଦ୍ବିତୀୟ ପରମାଣୁ ବୋମା ପରୀକ୍ଷାର ୨୫ ବର୍ଷ ପାଳନ ଉତ୍ସବ

ଜୟପୁର: ଆଜି ସ୍ଥାନୀୟ ସ୍ବୟଂ ଶାସିତ ବିକ୍ରମ ଦେବ ମହାବିଦ୍ୟାଳୟ ଏନସିସି ପକ୍ଷରୁ ପୋଖରନ ଦ୍ବିତୀୟ ପରମାଣୁ ବୋମା (ନ୍ୟୁକ୍ଲିୟର) ପରୀକ୍ଷା ୨୫ବର୍ଷ ପାଳନ ଉତ୍ସବରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏଥିରେ ବାରିଣୀପୁଟ ଉପରକକୋଲାବ ପ୍ରଜେକ୍ଟ ହାଇସ୍କୁଲ, ସେଣ୍ଟ ଜାଭିୟର୍ସ ଓ ପ୍ରକାଶ ବିଦ୍ୟାଳୟର ଏନସିସି କ୍ୟାଡେଟ୍ ମାନେ ନିଜ ନିଜ ପ୍ରକଳ୍ପ ଆଣି ପ୍ରଦର୍ଶନ କରିଥିଲେ।

ଏହାକୁ ଏନସିସିର ଏଏନ୍ଓ ଲକ୍ଷ୍ମଣ ପାତ୍ର ପରିଚାଳନା ରହିଥିବା ବେଳେ ଦ୍ବିତୀୟ ଅଧିକାରୀ ପଶୁର୍ରାମ ସେଠୀ, ପ୍ରକାଶ ବିଦ୍ୟାଳୟର ସିଠିଓ ରାଜେନ୍ଦ୍ର କୁମାର ସାହୁ, ସେଣ୍ଟଜାଭିୟର୍ସର ସୁରେଶ ଖରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର