ରାଉରକେଲା: ଗତ ଫେବ୍ରୁଆରି ୧୫ ତାରିଖ ରାତିରେ ଏଲଆଇସି ଏଜେଣ୍ଟ ଥିବା ସୁଜାତା ମହାପାତ୍ରଙ୍କୁ ସେକ୍ଟର ୭ ଅଞ୍ଚଳରେ ତଣ୍ଟି କାଟି ହତ୍ୟା କରିବା ଘଟଣାରେ ରାଉରକେଲା ସେକ୍ଟର ୭ ଥାନା ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ଯୁବକ ହେଲେ ସାଗର ମୁଖୀ ଓ ଭୋଲ ମୁଖୀ। ଉଭୟ ଅଭିଯୁକ୍ତ ସୁଜାତାଙ୍କ ପାଖରେ ଏଲଆଇସି କରିଥିଲେ। ଟଙ୍କା ନେଣଦେଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।
ରାଉରକେଲା: ମହିଳା ଏଲଆଇସି ଏଜେଣ୍ଟଙ୍କୁ ତଣ୍ଟି କାଟି ହତ୍ୟା ଅଭିଯୋଗରେ ଦୁଇ ଗିରଫ
/sambad/media/post_attachments/wp-content/uploads/2018/03/rkl-2.jpg)