ହରଭଙ୍ଗା: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁରୁଣାକଟକ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ସଲପ ଗାଁର ଶ୍ୱେତ ବଗର୍ତ୍ତି (୨୧), ଗୋଛାପଡ଼ା ଥାନା ବାକେପଙ୍ଗା ଗାଁର ଆଦମ ଦିଗାଲ (୩୧)। ଏମାନେ କାର୍ (ଓଡି୦୨ଇ୩୩୧୧)ରେ ୨୫ କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ ପୁଲସ ଜବତ କରିଥିଲା।
୨୫ କେଜି ଗଞ୍ଜେଇ ଜବତ, ୨ ଗିରଫ
/sambad/media/post_attachments/wp-content/uploads/2021/09/9de735f4-8820-4c9a-920c-c9f24e70ba86.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)