ବାରିପଦା: ବାରିପଦା ପୁଲିସ ସୋମବାର ଦୁଇଜଣ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଦୁଇ ଗିରଫ ଲୁଟେରାଙ୍କ ନାମ ମନିକା ସିଂହ ଓ ଅକ୍ଷୟ ମିଶ୍ର ବୋଲି ଜଣାପଡ଼ିଛି। ଦୁହିଁଙ୍କ ଠାରୁ ୭୦ହଜାର ଟଙ୍କା ପୁଲିସ ଜବତ କରିଛି। ଅଭିଯୁକ୍ତ ମନିକା ସିଂହର ଘର ଶ୍ରୀପଡ଼ାଗଞ୍ଜ ଓ ଅକ୍ଷୟ ମିଶ୍ର ଘର ବାରିପଦାର ପ୍ରଫୁଲ୍ଲ ନଗରରେ ବୋଲି ଜଣାପଡ଼ିଛି।
ଦୁଇ ଏଟିଏମ୍ ଲୁଟେରା ଗିରଫ, ୭୦ହଜାର ଟଙ୍କା ଜବତ
/sambad/media/post_attachments/wp-content/uploads/2018/01/atm-cartoons.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)