ଦୁଇ ଏଟିଏମ୍‌ ଲୁଟେରା ଗିରଫ, ୭୦ହଜାର ଟଙ୍କା ଜବତ

0

ବାରିପଦା: ବାରିପଦା ପୁଲିସ ସୋମବାର ଦୁଇଜଣ ଏଟିଏମ୍‌ ଲୁଟେରାଙ୍କୁ ଗିରଫ କରିଛି। ଦୁଇ ଗିରଫ ଲୁଟେରାଙ୍କ ନାମ ମନିକା ସିଂହ ଓ ଅକ୍ଷୟ ମିଶ୍ର ବୋଲି ଜଣାପଡ଼ିଛି। ଦୁହିଁଙ୍କ ଠାରୁ ୭୦ହଜାର ଟଙ୍କା ପୁଲିସ ଜବତ କରିଛି। ଅଭିଯୁକ୍ତ ମନିକା ସିଂହର ଘର ଶ୍ରୀପଡ଼ାଗଞ୍ଜ ଓ ଅକ୍ଷୟ ମିଶ୍ର ଘର ବାରିପଦାର ପ୍ରଫୁଲ୍ଲ ନଗରରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.