ବାଲେଶ୍ୱର: ଟ୍ରକ୍‌ ଧକ୍କାରେ ୨ ବାଇକ ଆରୋହୀ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଦାଣ୍ଡକାଳି ମନ୍ଦିର ନିକଟରେ ଏକ ଟ୍ରକ ଧକ୍କାରେ ଦୁଇଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳି ନାହଇର୍।ମୃତ ବାଇକ ଆରୋହୀଜଣକ ହେଉଛନ୍ତି କପ୍ତିିପଦା ଥାନା ଗହଲମାରା ଗାଁର ଗଣେଶ ଖିଲାର। ଶ୍ରୀ ଖିଲାର ଓ ତାଙ୍କେ ସହିତ ଅନ୍ୟ ଜଣେ ବ୍ୟକ୍ତି ବାଇକରେ ଯାଉଥିବା ବେଳେ ତାଙ୍କୁ ଏକ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର