ନୟାଗଡ଼ : ନୟାଗଡ଼ ସଦର ଥାନା ଅଧୀନ ଷଠିଆପଲ୍ଲୀ ଗ୍ରାମରେ ବୁଧବାରଦିନ ଏକ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଯାଇଛି । ବଡ଼ ଭାଇ ଚନ୍ଦ୍ରଶେଖର ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସାନଭାଇ ରୁଦ୍ରମାଧବ ଅଙ୍ଗନଓ୍ବାଡି ଯାଉଥିଲେ । ଅପରାହ୍ଣ ପ୍ରାୟ ୩ଟା ବେଳେ ଗାଁ ପୋଖରୀକୁ ଶୈ।ଚ ହେବାକୁ ଯାଇଥିବା ବେଳେ ବୁଡିଯାଇଥିବା ଜଣାପଡିଛି ।
ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇ ମୃତ
/sambad/media/post_attachments/wp-content/uploads/2022/08/WhatsApp-Image-2022-08-31-at-4.19.53-PM.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)