ପାରଳାଖେମୁଣ୍ଡି: ଘାଟିରେ ଟ୍ରାକ୍ଟର ଓଲଟିବାରୁ ବୁଧବାର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଗଜପତି ଜିଲ୍ଲାର କାଶୀନଗର ବ୍ଳକ ଅନ୍ତର୍ଗତ ଗାଇବାର ମାଲିଆର ଘାଟିରେ ଟ୍ରାକ୍ଟର ଓଲଟିଥିଲା। ବାହାଘର ସାରି ତରଭା ଗୁମର ଗାଁରୁ କନ୍ୟାଯାତ୍ରୀଙ୍କୁ ନେଇ ଟ୍ରକ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଆହତ ମାନଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଗଜପତି: ଘାଟିରେ ଟ୍ରାକ୍ଟର ଓଲଟି ୨ ମୃତ, ୧୫ ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି
/sambad/media/post_attachments/wp-content/uploads/2019/04/dead-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)