ବାରିପଦା: ଦୁର୍ଘଟଣାରେ ଦୁଇ ଯୁବକ ମୃତ

ବାରିପଦା: ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର କୃଷ୍ଣଚନ୍ଦ୍ରପୁର- ରାଗଧା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ମୃତକ ଦ୍ୱୟ ହେଉଛନ୍ତି ବେତନଟୀ ଥାନା ଅନ୍ତର୍ଗତ ବୁଢ଼ିଖମାରୀ ଗ୍ରାମାର ଭୋଳାନାଥ ମହାନ୍ତ ଓ ଖତୁ ଦେହୁରୀ।

ସମ୍ବନ୍ଧିତ ଖବର