ଭଦ୍ରକ: ଭଦ୍ରକ ବ୍ଲକ୍ ଅନ୍ତର୍ଗତ ବାଣୀତିଆ ପଞ୍ଚାୟତର ମୁକ୍ତାପଦି ଗ୍ରାମର ଅରୁଣ ଦାସଙ୍କ ଦୁଇ ମାସର ଶିଶୁପୁତ୍ର ଆଜି ମେଡିକାଲ୍ ଟିମ୍ ହେପାଟାଇିସ ଟିକା ଦେଇଥିଲେ। ଟିକା ନେବା ପରେ ଶିଶୁର ଦେହ ଅପରାହ୍ନରେ ଖରାପ ହୋଇ ପଡ଼ିଥିଲା। ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତରଖାନାରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଆଜି ରାତିରେ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଘଟଣାସ୍ତଳରେ ଭଦ୍ରକ ଟାଉନ୍ ପୁଲିସ ପହଞ୍ଚି ବୁଝା ସୁଝା କରିଥିଲେ।
ଟିକା ନେଇ ଦୁଇ ମାସର ଶିଶୁ ମୃତ୍ୟୁ! ମେଡ଼ିକାଲରେ ଉତ୍ତେଜନା
/sambad/media/post_attachments/wp-content/uploads/2021/07/bdk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)