ପୁରୀ: ବେଆଇନ ମଦ ବିକ୍ରି ସହିତ ଜଡ଼ିତ ୨ ଜଣ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ୨ ମହିଳା ହେଲେ ସମୁଦ୍ର ଥାନା ଅନ୍ତର୍ଗତ ନୋଳିଆ ସାହି ନିକଟ ଗୌଡ଼ବାଡ଼ ସାହିର ବୁଡି ବେହେରା (୩୫) ଓ ଚକ୍ରତୀର୍ଥ ନୂଆସାହିର ଡି ନିଳିମା (୬୦)। ଅବକାରୀ ବିଭାଗ ସେମାନଙ୍କ ଠାରୁ ୨୩ ଲିଟର ଦେଶୀ ମଦ ଜବତ କରିବା ସହିତ ୨ଟି ମାମଲା ରୁଜୁ କରିଛି।
୨୩ ଲିଟର ମଦ ଜବତ, ୨ ମହିଳା ଗିରଫ
/sambad/media/post_attachments/wp-content/uploads/2022/03/e5860146-a99f-4219-b7ef-3bf67f0aa5f8.jpg)