ଦୁଇ ବର୍ଷର ଶିଶୁ ପୋଖରୀରେ ବୁଡି ମୃତ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ତହସିଲ ଅନ୍ତର୍ଗତ ଦିଘି ଫଚାୟତ କାଶିଆବେଡା ଗ୍ରାମର ସୁନାରାମ ସିଂଙ୍କ ଦୁଇ ବର୍ଷ ଛଅ ମାସର ଶିଶୁ ପୁତ୍ର ବିଜୟ ସିଂ ଖେଳୁ ଥିବା ବେଳେ ପାଖ ଗଡିଆରେ ବୁଡି ଯାଇ ମୃତ୍ୟୁ ବରଣ କରିଛିି। ଖବର ପାଇ ବାଙ୍ଗିରିପୋଷି ଆରଆଇ ଶିଶୁର ମୃତଦେହ ଉଦ୍ଧାର କରୁ ବ୍ୟବଛେଦ ପାଇଁ ପଠାଇଛନ୍ତି।

ସମ୍ବନ୍ଧିତ ଖବର