ଉମରକୋଟ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଉମରକୋଟ : ଉମରକୋଟ ବିଧାୟକ ଶ୍ରୀ ନିତ୍ୟ।ନନ୍ଦ ଗୋଣ୍ଡ ଆଜି କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଶ୍ରୀ ଗଣ୍ଡ ଆଜି ସାମାନ୍ୟ ଜ୍ଵର ଓ ଥଣ୍ଡା ଅନୁଭବ କରିବା ପରେ ହାଟ ବରଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ  ପରୀକ୍ଷା କରାଇଥିଲେ । ସେଠାରେ ପଜିଟିଭ ଚିହ୍ନଟ ହେଇଥିଲେ। ବର୍ତ୍ତମାନ ସେ ନିଜ ଗ୍ରାମରେ ସଂଗରୋଧରେ ଅଛନ୍ତି । ଗତ ୭ ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମଧ୍ୟ ପରୀକ୍ଷା କରାଇବା ପାଇଁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର