ମୋହନା: ଅଡବା ଥାନା ଟୁମାଙ୍ଗପଦର ଘାଟିରେ ଭ୍ୟାନ ଓଲଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି। ତେବେ ଭ୍ୟାନ୍ଟି ଚୁଡଙ୍ଗପୁର ସପ୍ତାହିକ ହାଟରୁ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିବା କଥା କୁହାଯାଉଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା।
ଘାଟିରେ ଭ୍ୟାନ ଓଲଟି ଜଣେ ମୃତ, ୧୪ ଆହତ
/sambad/media/post_attachments/wp-content/uploads/2019/04/images-3-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)