ବଲାଙ୍ଗୀର: ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ବିଭାରଗର ସହକାରୀ ଯନ୍ତ୍ରୀ ବିଜନ କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସର ଦୁଇଟି ଟିମ୍‌ ଏକକାଳୀନ ଶ୍ରୀ ଜେନାଙ୍କ ବଲାଙ୍ଗୀର ଭଗବତୀ ନଗରସ୍ଥିତ ଘର ଓ କଟକ ମଙ୍ଗଳପୁରସ୍ଥିତ ଘରେ ଚଢ଼ାଉ କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ଜେନାଙ୍କର ବଲାଙ୍ଗୀରରୁ ନିକଟରେ ବଦଳି ହୋଇଛି।

ସମ୍ବନ୍ଧିତ ଖବର