ବୁଗୁଡ଼ା: ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବୁଗୁଡ଼ା: ଦକ୍ଷିିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ସାହୁଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସର ୩ଟି ଟିମ୍‌ ଏକକାଳୀନ ଶ୍ରୀ ସାହୁଙ୍କ ବୁଗୁଡ଼ାସ୍ଥିତ କାର୍ଯ୍ୟଳୟ, ସରକାରୀ ବାସଭବନ ସମେତ ଭଞ୍ଜନଗରର ୩ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର